Posts

Recent Posts

ଶ୍ରେଷ୍ଠ ପାଠକ ଚୟନ ୨୦୨୪ ଗଳ୍ପ ଓ କବିତା PDF ଡାଉନଲୋଡ଼୍

ପ୍ରତିଯୋଗୀମାନେ ନିମ୍ନରେ ଦିଆଯାଇଥିବା DOWNLOAD PDF ବଟନ ଉପରେ କ୍ଲିକ କରି ଶ୍ରେଷ୍ଠ ପାଠକ ଚୟନ ପ୍ରତିଯୋଗିତା-୨୦୨୪ ପାଇଁ ଗଳ୍ପ ଓ କବିତାର PDF ଫାଇଲ କୁ ଡାଉନଲୋଡ଼ କରନ୍ତୁ ।  ୧. ଗଳ୍ପ ଓ କବିତା ସମ୍ଭାର ୨୦୨୪ ଜୁନିଅର (ଷଷ୍ଠ, ସପ୍ତମ ଓ ଅଷ୍ଟମ) -   DOWNLOAD PDF ୨. ଗଳ୍ପ ଓ କବିତା ସମ୍ଭାର ୨୦୨୪ ସିନିଅର (ନବମ ଓ ଦଶମ) -   DOWNLOAD PDF

ପ୍ରତିଯୋଗିତା-୨୦୨୪ ପାଇଁ ରେଜିଷ୍ଟ୍ରେସନ/ ପଞ୍ଜୀକରଣ ଫର୍ମ

ଶ୍ରଦ୍ଧେୟ ପ୍ରତିଯୋଗୀ ଭାଇ ଓ ଭଉଣୀମାନେ,  ବିବେକାନନ୍ଦ ପାଠକ ମଞ୍ଚ ଫାଉଣ୍ଡେସନ ଟ୍ରଷ୍ଟ, ନୂଆରମ୍ପାସ, କେନ୍ଦୁଝର ଦ୍ଵାରା ଆୟୋଜିତ ଶେଷ୍ଠ ପାଠକ ଚୟନ ଓ ପ୍ରତିଭା ଅନ୍ଵେଷଣ ପ୍ରତିଯୋଗିତା-୨୦୨୪ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗ୍ରହୀ ଛାତ୍ରଛାତ୍ରୀମାନେ (ଷଷ୍ଠ ରୁ ଦଶମ ଶ୍ରେଣୀ) ତୁରନ୍ତ ରେଜିଷ୍ଟ୍ରେସନ କରିନିଅନ୍ତୁ  ।  ରେଜିଷ୍ଟ୍ରେସନ ପାଇଁ ଲିଙ୍କ ଆମ ୱେବସାଇଟ ରେ ଉପଲବ୍ଧ ଅଛି  ।  ପ୍ରତିଯୋଗୀଙ୍କ ସୁବିଧା ପାଇଁ ଲିଙ୍କ୍ ଟି ନିମ୍ନରେ ଆଉଥରେ ଦିଆଯାଉଛି ।   Register Here for 2024 Competitions (Class 6 to 10) 

ପ୍ରତିଯୋଗିତା ସମ୍ପର୍କରେ ସୂଚନା - ୨୦୨୪

Image
ଶ୍ରେଷ୍ଠ ପାଠକ ଚୟନ ଓ ପ୍ରତିଭା ଅନ୍ଵେଷଣ ପ୍ରତିଯୋଗିତା - ୨୦୨୪ ବିବେକାନନ୍ଦ ପାଠକ ମଞ୍ଚ ଫାଉଣ୍ଡେସନ ଟ୍ରଷ୍ଟ, ନୂଆରମ୍ପାସ, କେନ୍ଦୁଝର ଶ୍ରଦ୍ଧେୟ ପ୍ରତିଯୋଗୀ ଭାଇ ଓ ଭଉଣୀମାନେ, ବିବେକାନନ୍ଦ ପାଠକ ମଞ୍ଚ, ନୂଆରମ୍ପାସ, କେନ୍ଦୁଝର ଦ୍ୱାରା ଆୟୋଜିତ "ଶ୍ରେଷ୍ଠ ପାଠକ ଚୟନ ଓ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ୨୦୨୪" କୁ ତୁମମାନଙ୍କୁ ସ୍ୱାଗତ । ତୁମର ସନ୍ଦେହ ମୋଚନ ନିମନ୍ତେ ଏ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ କିଞ୍ଚିତ୍ ଉପଯୋଗୀ ସୂଚନା ଦିଆଯାଉଛି ।   ଶ୍ରେଷ୍ଠ ପାଠକ ଚୟନ : ଏହି ପ୍ରତିଯୋଗିତା ଦୁଇଟି ପର୍ଯ୍ୟାୟରେ ହୁଏ । ଲିଖିତ ଓ ମୌଖିକ । ଉଭୟର ଫଳାଫଳକୁ ବିଚାରକୁ ନେଇ ଶ୍ରେଷ୍ଠ ପାଠକ ଚୟନ କରାଯାଏ । ପଠନ ନିମନ୍ତେ ପୂର୍ବରୁ ଦିଆ ଯାଇଥିବା Study Material/ପଢ଼ା ସାମଗ୍ରୀ (ଗଳ୍ପ ଓ କବିତା) ରୁ ପ୍ରଶ୍ନ ଆସିବ । ଲିଖିତ ପରୀକ୍ଷା (Written Examination) ୦୮.୧୨.୨୪, ରବିବାର ଦିନ ଓ ମୌଖିକ ପରୀକ୍ଷା (Interview/viva voce) ଅନୁଷ୍ଠାନର ବିଂଶତିତମ ସ୍ୱନକ୍ଷତ୍ର ଦିବସ ଦିନ ଅନୁଷ୍ଠିତ ହେବ । କୃତୀ ପ୍ରତିଯୋଗୀଙ୍କୁ ପ୍ରଶସ୍ତି ପତ୍ର, ଟ୍ରଫି, ପୁସ୍ତକ ନଗଦ ଅର୍ଥରାଶି ପ୍ରଦାନ କରାଯିବ । ଆଶୁ ଓଡ଼ିଆ କବିତା ଲିଖନ : ତୁମ୍ଭମାନଙ୍କର ସର୍ଜନଶୀଳ ଦକ୍ଷତା ପରୀକ୍ଷା ନିମନ୍ତେ ଏହା ଉଦ୍ଦିଷ୍ଟ । ପାଞ୍ଚ ମିନିଟ ପୂର୍ବରୁ କବିତାର ବିଷୟ ଜଣାଇ ଦିଆଯିବ ଓ କବିତା ଲେଖିବା ପାଇଁ ୩୦ ରୁ ୪୫ ମିନିଟ୍ ସମୟ ମିଳିବ ।...

ଫଳାଫଳ - ୨୦୨୩ (ଶ୍ରେଷ୍ଠ ପାଠକ ଓ ପ୍ରତିଭା ଅନ୍ଵେଷଣ ପ୍ରତିଯୋଗିତା)

Image

ପ୍ରତିଯୋଗିତା ସମ୍ପର୍କରେ ସୂଚନା ୨୦୨୩

Image

୨୦୨୨ ଶ୍ରେଷ୍ଠ ପାଠକ ଚୟନ ପ୍ରତିଯୋଗିତା ପାଇଁ ପଠନ ସାମଗ୍ରୀ/ଗଳ୍ପ ଓ କବିତା PDF ଡାଉନଲୋଡ଼୍

 You can download the PDF files of reading materials for both groups by clicking below. CLASS 6,7 & 8 : 👉  DOWNLOAD PDF CLASS 9 & 10 : 👉  DOWNLOAD P DF

ରେଜିଷ୍ଟ୍ରେସନ୍/ପଞ୍ଜୀକରଣ ଫର୍ମ-୨୦୨୨(ଶ୍ରେଣୀ- ଷଷ୍ଠ ରୁ ଦଶମ)

CLICK HERE TO REGISTER FOR 2022 COMPETITIONS

୨୦୨୧ ଅନଲାଇନ୍ ପ୍ରତିଯୋଗିତାର ଚୂଡ଼ାନ୍ତ ଫଳାଫଳ

Image
FINAL RESULTS PUBLISHED, NINE SELECTED FOR FELICITATION ON THE OCCASION OF '17TH ANNUAL DAY CELEBRATION OF VIVEKANANDA PAATHAK MANCH.' Debashis Mishra , 9th of Govt. High School, Mareigaon and Sagarika Sahoo , 10th of Malatidevi Girls High School, Badarampas topped in Shrestha Paathak Chayan and Ashu Kabita Likhan competition respectively. Congratulations to both of them and all selected participants. Paathak Manch wishes them all the success, happiness for the future. All 9 participants will be felicitated with trophies and certificates on the occasion of 17th Annual Day Celebration of Vivekananda Paathak Manch, Nuarampas. Top 3 participants of Shrestha Paathak Chayan will be rewarded with cash prizes. In the following days, we will keep you updated about the date, time and venue. Thank you all. 👉   DOWNLOAD FINAL RESULTS PDF HERE:   DOWNLOAD PDF Glimpses of 31.12.2020, 16th Annual Day Celebration                   ...

ଶ୍ରେଷ୍ଠ ପାଠକ ଚୟନ ମୌଖିକ ପର୍ଯ୍ୟାୟକୁ ଯୋଗ୍ୟ ବିବେଚିତ ପ୍ରତିଯୋଗୀ ତାଲିକା ୨୦୨୧

 WRITTEN RESULTS PUBLISHED, 6 OUT OF 40 SELECTED FOR INTERVIEW.   👉 Here is the list of selected participants -   CLICK HERE TO VIEW

ଶ୍ରେଷ୍ଠ ପାଠକ ଚୟନ ୨୦୨୧ ପ୍ରଶ୍ନପତ୍ର ଓ ଉତ୍ତର

Image
SHRESTHA PAATHAK CHAYAN 2021 Total no. of participants - 40 Shrestha Paathak Chayan Question Papers 2021 -  CLICK HERE TO VIEW Shrestha Paathak Chayan Answer Key 2021 -  CLICK HERE TO VIEW Glimpses of 2020, 16th Annual Day Celebration