ପ୍ରତିଯୋଗିତା-୨୦୨୪ ପାଇଁ ରେଜିଷ୍ଟ୍ରେସନ/ ପଞ୍ଜୀକରଣ ଫର୍ମ

ଶ୍ରଦ୍ଧେୟ ପ୍ରତିଯୋଗୀ ଭାଇ ଓ ଭଉଣୀମାନେ, 

ବିବେକାନନ୍ଦ ପାଠକ ମଞ୍ଚ ଫାଉଣ୍ଡେସନ ଟ୍ରଷ୍ଟ, ନୂଆରମ୍ପାସ, କେନ୍ଦୁଝର ଦ୍ଵାରା ଆୟୋଜିତ ଶେଷ୍ଠ ପାଠକ ଚୟନ ଓ ପ୍ରତିଭା ଅନ୍ଵେଷଣ ପ୍ରତିଯୋଗିତା-୨୦୨୪ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗ୍ରହୀ ଛାତ୍ରଛାତ୍ରୀମାନେ (ଷଷ୍ଠ ରୁ ଦଶମ ଶ୍ରେଣୀ) ତୁରନ୍ତ ରେଜିଷ୍ଟ୍ରେସନ କରିନିଅନ୍ତୁ  ।  ରେଜିଷ୍ଟ୍ରେସନ ପାଇଁ ଲିଙ୍କ ଆମ ୱେବସାଇଟ ରେ ଉପଲବ୍ଧ ଅଛି  ।  ପ୍ରତିଯୋଗୀଙ୍କ ସୁବିଧା ପାଇଁ ଲିଙ୍କ୍ ଟି ନିମ୍ନରେ ଆଉଥରେ ଦିଆଯାଉଛି । 

 Register Here for 2024 Competitions (Class 6 to 10) 

Comments

Popular posts from this blog

ଶ୍ରେଷ୍ଠ ପାଠକ ଚୟନ ୨୦୨୪ ଗଳ୍ପ ଓ କବିତା PDF ଡାଉନଲୋଡ଼୍

ପ୍ରତିଯୋଗିତା ସମ୍ପର୍କରେ ସୂଚନା - ୨୦୨୪